ହୋଲିରେ ଅଘଟଣ : ରାସ୍ତାକଡ଼ରେ ଥିବା ଗଛରେ ବାଇକ ପିଟି ଜୀବନ ହରାଇଲେ ୨ ଜଣ

ରୁପ୍ରା : ହୋଲିରେ ଅଘଟଣ ଘଟିଛି। ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛକୁ ଧକ୍କା ଦେଇ ଜୀବନ ହରାଇଛନ୍ତି ଜଣ ଯୁବକ ଓ ଅନ୍ୟ ଜଣେ ନାବାଳକ। ମୃତ ୨ ବ୍ୟକ୍ତି ହେଲେ କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅନ୍ତର୍ଗତ ପଲମ୍ ଫାଣ୍ଡି ଅଧିନ ଆଲିମ୍ ଗ୍ରାମର ଦୁଇଜଣ ବ୍ୟକ୍ତି ଦେବରାଜ ଭୋଇ (୨୨) ଓ ଅଭୟ ଦୋରା (୧୫), ମିଳିଥିବା ସୂଚନା ଅନୁସାରେ ଦେବରାଜ ଓ ଅଭୟ ଏକ ବାଇକ୍‌ … Continue reading ହୋଲିରେ ଅଘଟଣ : ରାସ୍ତାକଡ଼ରେ ଥିବା ଗଛରେ ବାଇକ ପିଟି ଜୀବନ ହରାଇଲେ ୨ ଜଣ